ଜୀବନଦର୍ଶନର ଗୁଢ଼ତତ୍ତ୍ବ : ଭଗବତ ଗୀତା
କଣ ଆପଣ ଜାଣନ୍ତି, ଶ୍ରୀମଦ୍ ଭାଗବତ ଗୀତା ବିଷୟରେ
୧. ପ୍ରଶ୍ନ : ଏହା କିଏ କାହାକୁ କହିଥିଲେ ?
ଉତ୍ତର : ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଥିଲେ
୨. ପ୍ର : ଏହା କେବେ କୁହାଯାଇଥିଲା ?
ଉ : ଅନ୍ୟୁନ ସାତ ହଜାର ବର୍ଷ ପୂର୍ବେ
୩. ପ୍ର : ଏହା କେଉଁଦିନ କୁହାଯାଇଥିଲା ?
ଉ : ଏହା ରବିବାର ଦିନ କୁହାଯାଇଥିଲା
୪. ପ୍ର : ସେହି ଦିନ କେଉଁ ତିଥି ଥିଲା ?
ଉ : ଏକାଦଶୀ ତିଥି
୫. ପ୍ର : କେଉଁଠାରେ ଶୁଣାଇଥିଲେ ?
ଉ : କୁରୁକ୍ଷେତ୍ରର ଯୁଦ୍ଧଭୂମିରେ
୬. ପ୍ର : କେତେ ସମୟରେ ଏହା ଶୁଣାଇଥିଲେ ?
ଉ : ୪୫ ମିନିଟ ସମୟରେ
୭. ପ୍ର : କାହିଁକି କୁହାଯାଇଥିଲା ?
ଉ : କର୍ତ୍ତବ୍ୟ ପଥରେ ଓହରି ଯାଉଥିବା ପାର୍ଥଙ୍କୁ ଯୁଦ୍ଧକ୍ଷେତ୍ରରେ କର୍ତ୍ତବ୍ୟ ଶିଖାଇବା ତଥା ଆଗାମୀ ବଂଶଧରଙ୍କୁ ଧର୍ମର ପଥ ପ୍ରଦର୍ଶନ ହେତୁ ଏହା କୁହାଯାଇଥିଲା
୮. ପ୍ର : ଗୀତାରେ କେତେ ଅଧ୍ୟାୟ ରହିଛି ?
ଉ : ସମୁଦାୟ ୧୮ ଟି ଅଧ୍ୟାୟ
୯. ପ୍ର : ଗୀତାରେ କେତୋଟି ଶ୍ଳୋକ ରହିଛି
ଉ : ସମୁଦାୟ ୭୦୦ ଟି ଶ୍ଳୋକ
୧୦. ପ୍ର : ଗୀତାରେ କଣ ସବୁ କୁହାଯାଇଛି ?
ଉ : ଜ୍ଞାନ - ଭକ୍ତି - କର୍ମ ଯୋଗର ପଥ ବିଷୟରେ ବିସ୍ତୃତ ଭାବରେ ବ୍ୟାଖ୍ୟା କରାଯାଇଛି ଏହି ସବୁ ପଥ ଅନୁସରଣ କରି ମନୁଷ୍ୟ ପରମପଦ ଲାଭ କରିପାରିବ
୧୧. ପ୍ର : ଗୀତାକୁ ଅର୍ଜୁନଙ୍କ ବ୍ୟତୀତ କିଏ ଶୁଣିଥିଲେ?
ଉ : ଧୃତରାଷ୍ଟ୍ର ଏବଂ ସଂଜୟ
୧୨. ପ୍ର : ଅର୍ଜୁନଙ୍କ ପୂର୍ବରୁ ଗୀତାର ପବିତ୍ର ଜ୍ଞାନ କାହାକୁ ମିଳିଥିଲା ?
ଉ : ସୂର୍ଯ୍ୟଦେବଙ୍କୁ
୧୩. ପ୍ର : ଗୀତା କେଉଁ ଧର୍ମଗ୍ରନ୍ଥ ଅନ୍ତର୍ଭୂକ୍ତ ?
ଉ : ଉପନିଷଦ
୧୪. ପ୍ର : ଗୀତା କେଉଁ ମହାଗ୍ରନ୍ଥର ଅଂଶ ?
ଉ : ମହାଭାରତର ଶାନ୍ତି ପର୍ବର ଏକ ଅଂଶ
୧୫. ପ୍ର : ଗୀତାର ଅନ୍ୟନାମ କଣ ?
ଉ : ଗୀତୋପନିଷଦ
୧୬. ପ୍ର : ଗୀତାର ସାରମର୍ମ କଣ ?
ଉ : ପ୍ରଭୂ ଶ୍ରୀକୃଷ୍ଣଙ୍କ ଶରଣ ନେବା
୧୭. ପ୍ର : ଗୀତାରେ କିଏ କେତୋଟି ଶ୍ଳୋକ କହିଥିଲେ ?
ଉ : ଶ୍ରୀ କୃଷ୍ଣ - ୫୭୪
ଅର୍ଜୁନ - ୮୫
ଧୃତରାଷ୍ଟ୍ର - ୧
ସଂଜୟ - ୪୦
୧୮. ପ୍ର : ଗୀତା ପଠନ ଦ୍ବାରା କଣ ହୁଏ ?
ଉ : ମନୁଷ୍ୟ ଉଚିତ ଜୀବନଯାପନ କରିଥାଏ
ଆମର ଯୁବପୀଢ଼ିକୁ ଗୀତା ବିଷୟରେ ସୂଚନା ଦେବା ନିମନ୍ତେ ଏହି ପ୍ରଶ୍ନୋତ୍ତର ଉପସ୍ଥାପନା କରାଯାଇଛି
ବି.ଦ୍ର.: ଏହି ପ୍ରଶ୍ନୋତ୍ତର ହ୍ବାଟ୍ସଆପ୍ରେ ପ୍ରସାରିତ ଏକ ସମ୍ବାଦର ଓଡ଼ିଆ ଭାଷାନ୍ତରଣ ମାତ୍ର
ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |
Back to Previous Page