ସିନେମାରେ ଏମିତି ହୁଏ ଚୁମ୍ବନ ଦୃଶ୍ୟର ସୁଟିଂ

ଦକ୍ଷିଣରେ ତିଆରି ହେଉଥିବା ସିନେମାରେ ଚୁମ୍ବନ ଦୃଶ୍ୟକୁ ଏମିତି ସୁଟିଂ କରାଯାଏ୤

ସିନେମା | 5 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 4193 ଜଣ ପଢ଼ିଛନ୍ତି

ଦକ୍ଷିଣ ଭାରତରେ ସାଧାରଣରେ ଚୁମ୍ବନକୁ ପସନ୍ଦ କରନ୍ତି ନାହିଁ କାରଣ ଏହା ତାଙ୍କୁ ପସନ୍ଦ ଲାଗେ ନାହିଁ! ତେଣୁ ସେମାନେ ଚୁମ୍ବନ ଦ୍ରୂର୍ଶ୍ୟ ଦେଖାଇବା ପାଇଁ ଏକ ନୂଆ ଉପାୟ ଅବଲମ୍ବନ କରନ୍ତି!

ଏହି ଭିଡିଓ ଦେଖନ୍ତୁ ,ଆପ୍ଣ୍ ଜାଣିପାରିବେ ତେଲୁଗୁ/ତାମିଲ ସିନେମାର ଫିଲ୍ମିଙ୍ଗ କେମିତି ହୁଏ!!

କାଜଲ ଅଗ୍ରଵାଲ ଯେ କି ସୁପରଷ୍ଟାର ସୁରିୟାଙ୍କୁ ଚୁମ୍ବନ କରୁଛନ୍ତି ସିନେମାରେ ତାହାର ସତରେ ନୁହେଁ ! ଏଥି ପାଇଁ କ୍ରୋମା ପରଦା ସହ ଗ୍ରାପିକ୍ସର ସହାୟତା ନିଆ ଯାଇଛି ! 


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤