ଇଣ୍ଟରନେଟରେ ସର୍ବାଧିକ ପସନ୍ଦ ହେଉଥିବା କିଛି ଭିଡ଼ିଓ

ସିନେମା ମୁକ୍ତିଲାଭ କରିବାପୂର୍ବରୁ ପ୍ରସିଦ୍ଧି ଲାଭ କରିବାର ଅନନ୍ୟ ଉପାୟ, ୟୁ ଟ୍ୟୁବ୍‌ରେ ଭିଡ଼ିଓ ପ୍ରସାରଣ

ସୋସିଆଲ୍ ମିଡ଼ିଆ | 8 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 6109 ଜଣ ପଢ଼ିଛନ୍ତି

୧. କବାଲି (ରଜନୀକାନ୍ତ, ରାଧିକା ଆପ୍ତେ)  ମୋଟ - ୨୧,୧୧୬,୬୫୪ ଦେଖା

ଭାରତୀୟ ସିନେମାର ଜଣେ କାଳଜୟୀ କଳାକାର ରଜନୀକାନ୍ତ୍ଙ୍କ ଆସୁଥିବା ଚଳଚ୍ଚିତ୍ର| ଖୁବ କମ ସମୟରେ ଏହାର ଭିଡ଼ିଓ ଇଣ୍ଟରନେଟରେ ଅବିଶ୍ବସନୀୟ ଲୋକପ୍ରିୟତା ପାଇଛି୤
୨. ଅଗସ୍ତ୍ୟ ଓଡିଆ ଚଳଚିତ୍ର୤ ମୋଟ - ୧୨୩,୨୪୫ ଦେଖା

ଆପଣ କେବେ ଇଣ୍ଟରନେଟରେ ନୂଆ ଓଡ଼ିଆ ସିନେମାର ବାସ୍ନା ପାଇଛନ୍ତି କି? ବିଶ୍ବାସ କରନ୍ତୁ!!ଅନୁଭବ ଓ ଝିଲିକଙ୍କ ଆସୁଥିବା ଚଳଚିତ୍ର ‘ଅଗସ୍ତ୍ୟ’ର ଏଇ ଗୀତଟି “ଧିରେ ଧିରେ ଭଲ ପାଇ ଗଲି”|
୩. ସାଇରାତ ମରାଠି ସିନେମା ୤ ମୋଟ - ୧,୫୬୨,୪୭୫ ଦେଖା

ରିଙ୍କୁ ରାଜଗୁରୁ ଓ ଆକାଶ ଥୋସାରଙ୍କ ଅଭିନୀତ ପ୍ରଥମ ଚଳଚିତ୍ର୤ ଏହା ପ୍ରଥମ ମରାଠି ସିନେମା ଯାହା ୫୫  କୋଟି ଟଙ୍କାର ବିଶାଳ ବ୍ୟବସାୟ କରିଛି୤
ଆପଣ ଜାଣନ୍ତି ନା, ବମ୍ବେରେ ପ୍ରତିଦିନ ସିନେମାଘରେ କେବଳ ଥରେ ହିଁ ମରାଠି ସିନେମା ପାଇଁ ଶୋ ଥାଏ୤ ବାକି ସମୟ ସବୁ ଅଣମରାଠି ଭାଷାର ଚଳଚିତ୍ର୤
୪. ଥିଥି କନ୍ନଡ଼ ସିନେମା ୤ ମୋଟ - ୨୯୬,୦୫୭ ଦେଖା
The 116508-0013 is 40 mm in diameter, actually no difference with the old 116508 appearance with beautiful appearance and comfortable wearing, which enjoys great popularity among the people. The only difference is the dial. The previous gold version of Rolex Daytona Replica is usually in black or champagne dials, and now they are replaced with a deep green dial full of rich luster.

ରାମ ରେଡ୍ଡୀଙ୍କ ହାସ୍ୟରସ ଭରା ସିନେମା ଟିଏ ୤
୫.‘ଅହଲ୍ୟା’ ୤ ମୋଟ - ୫,୮୩୩,୯୮୫ ଦେଖା

ସୁଜୟ ଘୋଷଙ୍କ କାଳଜୟୀ ଏବଂ ରୋମହର୍ଷଣକାରୀ ସିନେମା ‘ଅହଲ୍ୟା’ ଯାହା ପୁରାଣ କଥା ଅହଲ୍ୟାର କଥାର ଆଧାରରେ ନିର୍ମିତ ଏବଂ ଚର୍ଚ୍ଚାରେ ରହିଥିବା ସିନେମା୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤