ସାହାଯ୍ୟ


ନମସ୍କାର, ଆପଣଙ୍କ ପ୍ରୋତ୍ସାହନ ଏବଂ ଆମ ସାଇଟକୁ ଭଲ ପାଇବା ପାଇଁ ଧନ୍ୟବାଦ୤ ସାମ୍ପ୍ରତିକ ସମୟରେ ଅନେକ ଘଟଣା ଓ ଦୁର୍ଘଟଣା ଆମ ଜନମାନସକୁ ଆନ୍ଦୋଳିତ କରିଥାଏ୤ ଏହି ସବୁ ଘଟଣାର ପୁଙ୍ଖାନୁପୁଙ୍ଖ ବିବରଣୀ ପାଇବା ଭାରୀ କଷ୍ଟ୤ କାରଣ ଗୋଟିଏ ଘଟଣା ବିଷୟରେ ଆମେ ଚର୍ଚ୍ଚା କରୁଥିବା ସମୟରେ ଅନେକ ଘଟଣା ଘଟିଯାଉଛି୤ ସୋସିଆଲ୍ ମେଡ଼ିଆର ପ୍ରାବଲ୍ୟତା ହେତୁ ଘଟଣାମାନ ଶୀଘ୍ରାତିଶୀଘ୍ର ଲୋକଙ୍କ ନିକଟରେ ପହଞ୍ଚିଯାଉଛି୤ ଏହିପରି ସମୟରେ ଆମେ ରହିଯାଉଛୁ ପଛରେ୤ ବେଳେ ବେଳେ ଆମେ ଜାଣିପାରୁନେ ଯେ ପ୍ରକୃତ ଘଟଣା କଣ୤ ଏହି ପରି ସମୟରେ ଆମେ ଆମ ଏହି ୱେବ୍ସାଇଟ୍ ଦ୍ବାରା ଚେଷ୍ଟା କରୁଛୁ, ଆପଣଙ୍କୁ ବିଭିନ୍ନ ଉଲ୍ଲେଖନୀୟ ସମ୍ବାଦ ବିଷୟରେ ଅବଗତ କରାଇବା ପାଇଁ୤ ଆମର ଏହି ସାଇଟ୍‌ରେ ପ୍ରକାଶିତ ପ୍ରତ୍ୟେକ ଲେଖା ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ଭାବ ଉଦ୍ରେକକାରୀ ହୋଇଥାଏ୤ ଅନେକ ପାଠକ ଏହାଦ୍ବାରା ସାମୟିକ ଆମୋଦିତ ହୋଇ ଖବରମାନଙ୍କ ବିଷୟରେ ବିଶେଷ ଭାବରେ ଜାଣିବାକୁ ପାଇଥାନ୍ତି୤ ସ୍ଥଳ ବିଶେଷରେ ଆମେ ଏହା ଦ୍ବାରା ଅନେକ ଖବରକୁ ବ୍ୟଙ୍ଗାତ୍ମକ ଶୈଳୀରେ ମଧ୍ୟ ଉପସ୍ଥାପନ କରିଛୁ ଏବଂ କରିବୁ ମଧ୍ୟ୤ ଏହାଦ୍ବାରା ସମ୍ବାଦର ଗୁରୁତ୍ବ କମ ହେବନାହିଁ, ଏବଂ ଏହା ପଠନ ଯୋଗ୍ୟ ହେବା ସହ ପାଠକର ମସ୍ତିଷ୍କର ତନ୍ତୁକୁ ଦୋହଲାଇ ଦେବ୤


ଆପଣ ଯଦି ଆମର ଏହି ସାଇଟ୍ ପାଇଁ କୌଣସି ଲେଖା ଦେବାକୁ ଚାହୁଁଥାନ୍ତି, ତେବେ ଆପଣ ନିଜସ୍ବ ଲେଖାକୁ ଓଡ଼ିଆ ୟୁନିକୋଡ଼ରେ ଟାଇପ କରି ଆମ ନିକଟକୁ ୱାର୍ଡ଼୍ ଫାଇଲରେ ପଠାଇ ପାରିବେ୤ ଯଦି ଆପଣ ଟାଇପ୍ କରିବା ଜାଣିନାହାନ୍ତି, ତେବେ ନିଜ ହାତଲେଖା କୃତିର ଛବି ଉତ୍ତୋଳନ କରି ଇମେଲ୍ ଦ୍ବାରା ମଧ୍ୟ ପଠାଇ ପାରିବେ୤ ତଥାପି ଯଦି ଏହା ସମ୍ଭବ ଲାଗୁନାହିଁ, ତେବେ ଆପଣ ଡାକମାଧ୍ୟମରେ ମଧ୍ୟ ଲେଖା ପଠାଇପାରିବେ୤


ଆପଣଙ୍କ ଲେଖାକୁ ପଢ଼ିବା ପରେ ଯଦି ଆପଣଙ୍କ ଲେଖା ଆମର ୱେବ୍ସାଇଟ୍‌ରେ ପ୍ରକାଶନ ହେତୁ ଯୋଗ୍ୟ ବିବେଚିତ ହୁଏ ତେବେ ଲେଖାଟି ସମ୍ପୂର୍ଣ୍ଣ ଭାବରେ କିମ୍ବା ଆବଶ୍ୟକ ହେଲେ ଆମେ ତାହାର କିଛି ଅଂଶକୁ ସମ୍ପାଦିତ କରି ପ୍ରକାଶିତ କରିବୁ୤


ଆମର ଇମେଲ୍ ଠିକଣା ହେଲା :


aahwaan@gmail.com


ଆମର ଡାକଠିକଣା ହେଲା :


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ବୀମା ନଗର, ଦ୍ବିତୀୟ ଗଳି
ଆମ୍ବପୁଆ ମୁଖ୍ୟ ରାସ୍ତା
ବ୍ରହ୍ମପୁର, ୭୬୦୦୧୦, ଓଡ଼ିଶା


ଦୂରଭାଷ - ୭୦୦୮୫୬୭୦୮୫


Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤